ଭଲ ଥିବା Bhala thibā

  • ଦେ. କ୍ରି — ସୁସ୍ଥ ବା ନିରୋଗୀ ରହିବା — To be healthy; to do well
  • ଦେ. କ୍ରି — ସୁଖରେ ରହିବା, ସୁଖୀ ହେବା — To be happy
  • ଦେ. କ୍ରି — ମନର ଆନନ୍ଦରେ ବା ଶାନ୍ତିରେ ରହିବା — To be hale and hearty; to live in peace