ଭଲ କଥା Bhala kathā

  • ଦେ. ବି — ହିତ ବାକ୍ୟ — Benefical words
  • ଦେ. ବି — ଧର୍ମସମ୍ବନ୍ଧୀୟ କଥା — Religious saying
  • ଦେ. ବି — ସଦୁପଦେଶ; ଉତ୍ତମ ଉପଦେଶ — Good advice
  • ଦେ. ବି — ଉତ୍ତମ କାର୍ଯ୍ୟ — Good act