ଭଲ ପାଇବା Bhala pāibā

  • ଦେ. କ୍ରି (ତୁଳ. ବଙ୍ଗଳା ଭାଲବାସା) — ସୁଖପାଇବା — To like
  • ଦେ. କ୍ରି (ତୁଳ. ବଙ୍ଗଳା ଭାଲବାସା) — ସ୍ନେହ କରିବା — To love
  • ଦେ. କ୍ରି (ତୁଳ. ବଙ୍ଗଳା ଭାଲବାସା) — ମନୋମତ ହେବା — To suit one's taste
  • ଦେ. କ୍ରି (ତୁଳ. ବଙ୍ଗଳା ଭାଲବାସା) — ଆଦର କରିବା — To fondle