ଭରଉ ଦେବା Bharau debā

  • ଦେ. କ୍ରି — କ୍ଷତି ପୂରଣ କରିବା — To compensate; to make up for
  • ଦେ. କ୍ରି — ପରିପୂର୍ଣ୍ଣ କରିବା — To fill up
  • ଦେ. କ୍ରି — ବୋଝାଇ କରିବା — To load