ଭରଜାଇବା Bharajāibā

  • ଦେ. କ୍ରି (ସଂ. ଭଜ୍ ଧାତୁ) — ମୁଆଜା କରାଇବା — To confront
  • ଦେ. କ୍ରି (ସଂ. ଭଜ୍ ଧାତୁ) — ମୁକାବିଲା କରାଇବା — To substantiate a matter by evidence
  • ଦେ. କ୍ରି (ସଂ. ଭଜ୍ ଧାତୁ) — ସନ୍ତୁଷ୍ଟ କରିବା — To satisfy