ଭରଉ Bharau

  • ଦେ. ବି — କ୍ଷତିପୂରଣ — Compensation
  • ଦେ. ବି — ପୁର୍ତ୍ତି; ପୂର୍ଣ୍ଣ କରିବା; ଭରିବା — Filling up
  • ଦେ. ବି — (ଡଙ୍ଗା ଆଦିକୁ) ବୋଝାଇ କରିବା — Loading
  • ଦେ. ବିଣ — ପରିପୂରିତ — Filled up
  • ଦେ. ବିଣ — ବୋଝାଇରେ ପୂର୍ଣ୍ଣ — Full laden