ଭର Bhara

  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — ଭରଣ ପୋଷଣ — Maintenance
  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — ନିର୍ଭର'; ଅବଲମ୍ବନ — Support; reliance
  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — ଭାର — Weight; load; burden
  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — [ଉ—ମହୀଧ୍ର ଭର ଭର ବହିଲେ ଗୋ। କବିସୂର୍ଯ୍ୟ. ସଙ୍ଗୀତ।]
  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — ଆବିର୍ଭାବ — Appearance,
  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — ଆଧିକ୍ୟ — Excess; abundance
  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — ଗୌରବ — Respect; regard; glory
  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — ପୂରଣ — Filling; fulfilling
  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — ଆସ୍ଥା; ବିଶ୍ୱାସ — Confidence
  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — ଆଗ୍ରହ — Eagerness
  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — ଆଶା — Hope
  • ସଂ. ବି (ଭୃ ଧାତୁ=ପୋଷଣ କରିବା+ଭାବ. ଅ) — ସମୂହ — Multitude; collection