ଭଣାଇବା Bhaṇāibā

  • ଦେ. କ୍ରି (ଭଣିବା କ୍ରିୟାର ଣିଜନ୍ତ ରୂପ) — ଅନ୍ୟ ବ୍ୟକ୍ତିର ରଚିତ ଗୀତାଦିରୁ ଆପଣା ନାମରେ ଭଣିତା କରାଇବା — To cause a song to be wound up with one's name as the author although one is not such
  • ଦେ. କ୍ରି (ଭଣିବା କ୍ରିୟାର ଣିଜନ୍ତ ରୂପ) — [ଦ୍ର—ଉତ୍କଳରେ ରାଜସଭାର କବିମାନେ ସ୍ୱରଚିତ ଗୀତ ଆଦିକୁ ଆପଣା ନାମରେ ଭଣି ତାଙ୍କ ପୃଷ୍ଠପୋଷକ ରାଜାମାନଙ୍କ ନାମରେ ଭଣିତା କରୁଥିଲେ ଓ ଆଜିକାଲି ମଧ୍ୟ ସେପରି କରୁଥିବାର ଦେଖାଯାଏ। କବିସୂର୍ଯ୍ୟ ତାଙ୍କ ସଙ୍ଗୀତମାନଙ୍କୁ ଆଠଗଡ଼ ଓ ଜଳନ୍ତର ରାଜାମାନଙ୍କ ନାମରେ ଭଣିତା କରିଥିଲେ।]