ଭଣିତା ପଦ Bhaṇitā pada

  • ଦେ. ବି (ସଂ. ଭଣିତ ପଦ) — ଗୀତର ଶେଷ ପଦ ଯହିଁରେ ରଚକଙ୍କ ନାମ ଲେଖାଥାଏ — The concluding couplet of a song in which the composer's or his patron's name is embodied