ଭଣିତା Bhaṇitā

  • ଦେ. ବି (ସଂ. ଭଣ୍ ଧାତୁ; ଭଣିତ) — ପଦ୍ୟ ବା ଗୀତ ଶେଷରେ ରଚୟିତାଙ୍କ ନାମ ଉଲ୍ଲେଖ କରାଯିବା— ପଦ — The concluding portion of a poem or song mentioning the name of the composer
  • ଦେ. ବି (ସଂ. ଭଣ୍ ଧାତୁ; ଭଣିତ) — ଗଦ୍ୟ ଶେଷରେ କବିଙ୍କ ନାମୋଲ୍ଲେଖ — Peroration of a song; the mentioning of the name of the composer of a song at its end
  • ଦେ. ବି (ସଂ. ଭଣ୍ ଧାତୁ; ଭଣିତ) — (ସଂ. ଭଣୟିତା) ଗୀତ ଶେଷରେ ଯାହାଙ୍କ ନାମ ରଚକ ବୋଲି ଲେଖା ଥାଏ — The reputed or declared author of a song
  • ଦେ. ବିଣ. (ସଂ. ଭଣିତ) — କୌଣସି ବ୍ୟକ୍ତିଙ୍କ ନାମରେ ଯେଉଁ ଗୀତର ଶେଷ ପଦ ରଚିତ ହୋଇଥାଏ — Concluded with the name of the reputed author