ଭଣୟିତା Bhaṇayitā

  • ସଂ. ବିଣ. ପୁଂ (ଭଣ୍ ଧାତୁ+ତୃ; 1 ମା. 1 ବ) — କଥକ; ଯେ କହେ — Speaking
  • ସଂ. ବିଣ. ପୁଂ (ଭଣ୍ ଧାତୁ+ତୃ; 1 ମା. 1 ବ) — ଯେ କୌଣସି ବିଷୟ ଅନ୍ୟ ବ୍ୟକ୍ତିର ମୁହଁରେ କୁହାଏ — Causing a thing to be spoken through another's mouth