ଭଜେଇବା Bhajeibā
- ଦେ. କ୍ରି (ଭଜ୍ ଧାତୁ=ଭଜିବାର ଣିଜନ୍ତରୂପ) — ଅନ୍ୟକୁ ପ୍ରାର୍ଥନା କରାଇବା — To cause another to say prayers
- ଦେ. କ୍ରି (ଭଜ୍ ଧାତୁ=ଭଜିବାର ଣିଜନ୍ତରୂପ) — ଭରଜାଇବା; କୌଣସି ବ୍ୟକ୍ତିକୁ ଭକ୍ତିଦ୍ୱାରା ବା ଅନୁସରଣ ଦ୍ୱାରା ସନ୍ତୁଷ୍ଟ ବା ବଶୀଭୂତ କରିବା — To please a person by one's devotion or constant attendance
- ଦେ. କ୍ରି (ଭଜ୍ ଧାତୁ=ଭଜିବାର ଣିଜନ୍ତରୂପ) — (ସଂ.ଭଜ୍ ଧାତୁ) ଭାଜିବାର ଣିଜନ୍ତରୂପ; ଅନ୍ୟଦ୍ୱାରା ଭାଜିବାକ୍ରିୟା କରାଇବା — To cause to be fried
- ଦେ. କ୍ରି (ଭଜ୍ ଧାତୁ=ଭଜିବାର ଣିଜନ୍ତରୂପ) — (ସଂ. ଭଜ୍ ଧାତୁ)—ପ୍ରବର୍ତ୍ତାଇବା; ମତାଇବା; ରାଜି କରାଇବା — To induce; to persuade; to cause to agree
- ଦେ. କ୍ରି (ଭଜ୍ ଧାତୁ=ଭଜିବାର ଣିଜନ୍ତରୂପ) — ମୁଆଜା ମୁକାବିଲା କରାଇବା କୌଣସି ବିଷୟର ସତ୍ୟତା ବା ଅସତ୍ୟତାକୁ ପ୍ରମାଣ କରିବାପାଇଁ ସମ୍ପୃକ୍ତ ବ୍ୟକ୍ତି ସଙ୍ଗେ ମୁକାବିଲା କରାଇବା — To cause a matter to be proved or disproved by confronting the person concerned
- ଦେ. କ୍ରି (ଭଜ୍ ଧାତୁ=ଭଜିବାର ଣିଜନ୍ତରୂପ) — ହିସାବ ମୁକାବିଲା କରାଇବା — To get an account explained and settled