ଭଜ୍ (ଧାତୁ) Bhaj (root)
- ସଂ — ସେବା କରିବା — To serve; to devote oneself to the service of
- ସଂ — ପୂଜା କରିବା — To worship
- ସଂ — ନାମ ସ୍ମରଣ କରିବା — To recite the names of a person
- ସଂ — ସ୍ତୁତି କରିବା — To pray
- ସଂ — ଶରଣାପନ୍ନ ହେବା — To take shelter under a person
- ସଂ — ବିଭାଗ କରିବା — To divide or share