ଭଜିଆ Bhajiā

  • ପ୍ରାଦେ. (ଉତ୍ତର ବାଲେଶ୍ୱର, ଗଡ଼ଜାତ) ବି. — ଅନାର୍ଯ୍ୟ ଜାତି— ବିଶେଷ — An aboriginal tribe of the name
  • ଦେ. ବି. ପୁଂ (ଅନାଦରାର୍ଥକ) — ଭଜନାନନ୍ଦର ଡାକ ନାମ — A name for calling Bhajanānanda