ଭଜ୍ୟମାନ Bhajyamāna

  • ସଂ. ବିଣ. ପୁଂ (ଭଜ୍ ଧାତୁ+କର୍ମ. ଅନ) — ସେବ୍ୟ— ମାନ — Being served
  • ସଂ. ବିଣ. ପୁଂ (ଭଜ୍ ଧାତୁ+କର୍ମ. ଅନ) — ଯାହା ବିଭକ୍ତ କରା ଯାଉଅଛି — Being divided