ବୟାଁନବେ Bayāñnabe

  • ଦେ. ବି ଓ ବିଣ—(ସଂ. ଦ୍ୱିନବତି; ପ୍ରା. ବାଣ୍ଣବଇ) — 92 ; ଦ୍ୱ୍ୟଧିକ ନବତି — 92; ଦ୍ୱ୍ୟଧିକ ନବତି—Ninety-two
  • ଦେ. ବି ଓ ବିଣ—(ସଂ. ଦ୍ୱିନବତି; ପ୍ରା. ବାଣ୍ଣବଇ) — ବୟାଣୋଇ ପଦରେ ଏ ଛାନ୍ଦ ହେଲା ଶେଷ— ଭଞ୍ଜ. ବୈଦେହୀଶବିଳାସ।