ବୟାନ କରିବା Bayāna karibā

  • ଦେ. କ୍ରି — ବର୍ଣ୍ଣନା କରିବା — To describe; to relate; to narrate
  • ଦେ. କ୍ରି — କଥା କହିବା — To speak
  • ଦେ. କ୍ରି — ତନ୍ନ ତନ୍ନକରି ବ୍ୟାଖ୍ୟା କରିବା — To expatiate upon; to explain
  • ଦେ. କ୍ରି — କିଛିଦିନ ପାଇଁ (ବର୍ଷା) ବନ୍ଦ କରିବା — To stop; to cease for a time
  • ଦେ. କ୍ରି — (ଯଥା—ଦୁଇଦିନ ହେଲା ବର୍ଷା ବୟାନ କରିଛି।)