ବୟାର Bayāra

  • ଦେ. ବି. (ସଂ. ବାୟୁ) — ବତାସ; ତୋଫାନ; ପ୍ରବଳ ବାୟୁ; ଝଡ଼ — Tempest; gale
  • ପ୍ରାଦେ. (କଟକ) ବି — ଝାଡ଼ା ବାନ୍ତି — Cholera