ବୟା Bayā
- ଗ୍ରା. ବି—(ସଂ. ବ୍ୟୟ) — ବ୍ୟୟ — Expenses
- ଗ୍ରା. ବି—(ସଂ. ବ୍ୟୟ) — (ଅନାଦରାର୍ଥକ) ବୈଷ୍ଣବ ବା ବୈକୁଣ୍ଠ ନାମକ ବ୍ୟକ୍ତିକୁ ଡାକିବା ନାମ — Name by which Ba̲i̱shṇaba or Ba̲i̱kuṇṭha is called
- ଦେ. ବି—(ଇଂ. ବଏ) — ବୟାଁ (ଦେଖ) — Bayāñ (See)
- ଦେ. ବି—(ଇଂ. ବଏ) — ମାତ୍ର ବାଲେଶ୍ୱର ବାରା ବାହାର ବୟା ପାଖରେ ପହଞ୍ଚିଛି— ଫକୀରମୋହନ. ଗଳ୍ପସ୍ୱଳ୍ପ।