ବ୍ୟାଗ୍ Byāg

  • ବୈଦେ. ବି. (ଇଂ. ବାଗ୍) କନାର ଥଳି — Bag
  • ବୈଦେ. ବି. (ଫା. ବେଗ୍) — ପ୍ରଥମେ ମୁସଲମାନ୍ ଶାସକମାନଙ୍କୁ ପ୍ରଦତ୍ତ ଓ ପରେ ବଂଶଗତ ଉପାଧିବିଶେଷରୂପେ ପ୍ରବର୍ତ୍ତିତ ଉପାଧି — A title originally given to Mahomedan governors and now turned into a family title