ବ୍ୟାଘଟ୍ଟନ Byāghaṭṭana

  • ସଂ. ବି (ବି+ଆ+ଘଟ୍ଟ ଧାତୁ+ଭାବ ଅନ) — ଆଲୋଡ଼ନ; ମନ୍ଥନ — Churning
  • ସଂ. ବି (ବି+ଆ+ଘଟ୍ଟ ଧାତୁ+ଭାବ ଅନ) — ଘୋଟା; ମର୍ଦ୍ଦିନ; ବଟା — Pestling; macerating
  • ସଂ. ବି (ବି+ଆ+ଘଟ୍ଟ ଧାତୁ+ଭାବ ଅନ) — [ଦ୍ର—ଏହାର ଅପଭ୍ରଂଶ ଶବ୍ଦ ବଟା, ବାଟିବା ବାଟଣା।]