ବ୍ୟାଖ୍ୟା ଗମ୍ୟ Byākhyā gamya

  • ସଂ. ବିଣ ( 3 ୟା ତତ୍) — ଯାହା ବ୍ଯାଖ୍ଯାର ସହାୟତାରେ ବୁଝାଯାଇ ପାରେ — Comprensible with the help of annotations
  • ସଂ. ବି (ହିନ୍ଦୁ ଆଇନ୍) — ବାଦୀର ଅଭିଯୋଗର ଯଥାଯୋଗ୍ୟ ଉତ୍ତର ନ ଦେଇ ଏଣୁ ତେଣୁ ବୁଲାଇ କରି ଜବାବ ଦେବା (ହି. ଶ) — (Hindu law) Prevaricating replies to the plaintiff's allegations in a suit