ବ୍ୟାଘାତକ Byāghātaka

  • ସଂ. ବିଣ. ପୁଂ. (ବି+ଆ+ହନ୍ ଧାତୁ+କର୍ତ୍ତୃ. ଅକ) — ବିଘ୍ନକାରୀ; ପ୍ରତିବନ୍ଧକ — Causing obstruction; hindering; obstructing