ବ୍ୟକ୍ତି Byakti

  • ସଂ. ବି—(ବି+ଅନଜ୍ ଧାତୁ= ପ୍ରକାଶିତ ହେବା+କର୍ମ. ତି) ମନୁଷ୍ୟ; ଲୋକ; ଜଣ — Individual; a distinct person; person
  • ସଂ. ବି—(ବି+ଅନଜ୍ ଧାତୁ= ପ୍ରକାଶିତ ହେବା+କର୍ମ. ତି) ଏକ ଶ୍ରେଣୀର ଅନେକଙ୍କ ମଧ୍ୟରୁ ଜଣେ — One of a class
  • ସଂ. ବି—(ବି+ଅନଜ୍ ଧାତୁ= ପ୍ରକାଶିତ ହେବା+କର୍ମ. ତି) ଶରୀରୀ — A corporeal or material being
  • ସଂ. ବି—(ବି+ଅନଜ୍ ଧାତୁ= ପ୍ରକାଶିତ ହେବା+କର୍ମ. ତି) ପ୍ରାଣୀ; ଜୀବ — Animal
  • ସଂ. ବି—(ବି+ଅନଜ୍ ଧାତୁ= ପ୍ରକାଶିତ ହେବା+କର୍ମ. ତି) ଦ୍ରବ୍ୟ; ବସ୍ତୁ; ପଦାର୍ଥ — Thing; article
  • ସଂ. ବି—(ବି+ଅନଜ୍ ଧାତୁ= ପ୍ରକାଶିତ ହେବା+କର୍ମ. ତି) (+ଭାବ. ତି)—ଅଭିବ୍ୟକ୍ତି; ପ୍ରକାଶ — Manifestation
  • ସଂ. ବି—(ବି+ଅନଜ୍ ଧାତୁ= ପ୍ରକାଶିତ ହେବା+କର୍ମ. ତି) [ଦ୍ର—ବ୍ୟକ୍ତି ଶବ୍ଦ ସଂସ୍କୃତରେ ସ୍ତ୍ରୀଲିଙ୍ଗ ହେଲେହେଁ ଭାଷାରେ ଏହା ମନୁଷ୍ୟ ବା ଲୋକ ଅର୍ଥରେ ପୁଂଲିଙ୍ଗରୂପେ ବ୍ୟବହୃତ ହୁଏ। ହି. ଶ.।]