ବ୍ୟକ୍ତିଗତ Byaktigata

  • ସଂ. ବିଣ — ଜଣକ ସମ୍ବନ୍ଧୀୟ; ଏକ ବ୍ୟକ୍ତି ସମ୍ବନ୍ଧୀୟ — Relating to an individual
  • ସଂ. ବିଣ — ନିଜ ସମ୍ବନ୍ଧୀୟ — Personal; relating to one's self
  • ସଂ. ବିଣ — ସ୍ୱାର୍ଥପର — Selfish