ବ୍ୟକତ Byakata

  • ଗ୍ରା. (ପଦ୍ୟ) ବିଣ — ବ୍ୟକ୍ତ; ପ୍ରକାଶିତ — Published; manifest
  • ଗ୍ରା. (ପଦ୍ୟ) ବିଣ — (ଉ—ମରମ ପରମ ଗୁପତ। ଶ୍ରୀଗୁରୁ କୃପାରୁ ବ୍ୟକତ—ଭୂପତି, ପ୍ରେମପଞ୍ଚାମୃତ।)
  • ଗ୍ରା. (ପଦ୍ୟ) ବିଣ — [ଦ୍ର—'ବ୍ୟ' ଓ 'ବ୍ୟା' ଅକ୍ଷରରେ ଆରମ୍ଭ ହୋଇଥିବା କେତେଗୁଡ଼ିଏ ଶବ୍ଦ ଉଚ୍ଚାରଣ ଦୋଷରୁ ଗ୍ରାମ୍ୟ ଭାଷାରେ 'ବେ' ରୂପେ ଅପଭ୍ରଷ୍ଟ ହୋଇ କଥିତ ହୁଏ।
  • ଗ୍ରା. (ପଦ୍ୟ) ବିଣ — ଯଥା—ବ୍ୟକ୍ତି—ବେକତି, ବେକେତି। ବ୍ୟତିକ୍ରମ— ବେତିକ୍ରମ। ବ୍ୟତିରେକେ—ବେତିରେକେ। ବ୍ୟତୀତ—ବେତୀତ। ବ୍ୟତିବ୍ୟସ୍ତ—ବେତିବେସ୍ତ। ବ୍ୟବସାୟ— ବେବସା, ବେଉସା। ବ୍ୟାପାର—ବେପାର, ବ୍ୟବହାର— ବେଭାର ଇତ୍ୟାଦି।]