ବ୍ୟକ୍ତରୂପ Byakta rūpa

  • ସଂ. ବିଣ ପୁଂ — (ବହୁବ୍ରୀହି; ବ୍ୟକ୍ତ ହୋଇଅଛି ରୂପ ଯାହାର) — ଯାହାର ରୂପ ଦୃଶ୍ୟ ହେଉଅଛି—. Having a visible form
  • ସଂ. ବିଣ ପୁଂ — ସ୍ଥୂଳରୂପ — Having a material form
  • ବି — (କର୍ମଧା)
  • ବି — ଦୃଶ୍ୟ ରୂପ — Visible form
  • ବି — ସ୍ଥୂଳ ମୂର୍ତ୍ତି — Material form
  • ବି — (ବହୁବ୍ରୀହି)— ବିଷ୍ଣୁ — A name of Bishṇu