ବ୍ରହ୍ମୀ Brahmī

  • ସଂ. ବି (ବହ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ମନ୍+ଈ) — ଏକ ପ୍ରକାର ପଙ୍କୁଆ ମାଛ; ବମୀମାଛ — A kind of fish moving in the mud at the bottom of water (shaped like a cylinder); Macrognathus Pancalus
  • ସଂ. ବି (ବହ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ମନ୍+ଈ) — ଭାର୍ଗୀ; ବ୍ରାହ୍ମଣଝାଟିଆ — Siphonanthus Indica
  • ସଂ. ବି (ବହ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ମନ୍+ଈ) — ବ୍ରାହ୍ମୀଶାଗ — A potherb; Ruta Graveolens
  • ଦେ. ବି — ବ୍ରାହ୍ମଧର୍ମାବଲମ୍ବୀ ବ୍ୟକ୍ତି — A Brahmo
  • ଦେ. ବି — ବ୍ରହ୍ମଦେଶବାସୀ ବ୍ୟକ୍ତି — A Burmese