ବ୍ରହ୍ମାସନ Brahmāsana

  • ସଂ. ବି—(ବ୍ରହ୍ମନ୍+ଆସନ) — ଯୋଗାସନ; ଧ୍ୟାନାସନ; ପଦ୍ମାସନ; ଯେଉଁ ଆସନରେ ବସି ପରମାର୍ଥ ବା ନିରାକାର ବ୍ରହ୍ମଙ୍କୁ ଚିନ୍ତା କରାଯାଏ — A posture which is prescribed for persons performing religious meditation