ବ୍ରହ୍ମୋପାସକ Brahmopāsaka

  • ସଂ. ବିଣ. ପୁଂ — ବ୍ରହ୍ମାଙ୍କ ଉପାସକ — Worshipping the Brahmā
  • ସଂ. ବିଣ. ପୁଂ — ନିରାକାର ବ୍ରହ୍ମଙ୍କର ଉପାସନାକାରୀ — Worshipping the Formless God
  • ଦେ. ବି. ପୁଂ — ବ୍ରାହ୍ମଧର୍ମାବଲମ୍ବୀ — A Brāhmo