ବ୍ରତତି Bratati

  • ସଂ. ବି. (ବୃତ୍ ଧାତୁ=ରହିବା+କର୍ତ୍ତୃ+ଅତି; ଈ) — ବଲ୍ଲୀ; ଲତା — Creeper
  • ସଂ. ବି. (ବୃତ୍ ଧାତୁ=ରହିବା+କର୍ତ୍ତୃ+ଅତି; ଈ) — (+ଭାବ. ଅତି) ବିସ୍ତାର; ବିସ୍ତୁତି — Extension; expansion