ବ୍ରତଧାରୀ Brata dhārī

  • ସଂ. ବିଣ. ପୁଂ — ଯେଉଁ ବ୍ୟକ୍ତି କୌଣସି ବ୍ରତ ଅବଲମ୍ବନ କରିଥାଏ; ବ୍ରତୀ — A person who has undertaken or resolved to observe a particular religious vow