ବ୍ରତଘ୍ନ Brataghna
- ସଂ. ବିଣ. (ବ୍ରତ+ହନ୍ ଧାତୁ+କର୍ତ୍ତୃ. ଅ) — ଯାହା ବ୍ରତାଚରଣରେ ବାଧା ଘଟାଏ — Causing obstruction to or interruption in the performance of a religious vow
- ସଂ. ବିଣ. (ବ୍ରତ+ହନ୍ ଧାତୁ+କର୍ତ୍ତୃ. ଅ) — ପୁଂ. ଯେଉଁ ବ୍ୟକ୍ତି ବ୍ରତାଚରଣରେ ବାଧା ଦିଏ — One who puts obstacles on the smooth performance of religious vows