ବ୍ରତଭକତି Brata bhakati
- ଦେ. ବିଣ—(ସଂ. ବ୍ରତ ଭକ୍ତ) — ବ୍ରତ ପରାୟଣ — Devoted to the strict observance of religious vows
- ଦେ. ବିଣ—(ସଂ. ବ୍ରତ ଭକ୍ତ) — [ଉ—ବ୍ରତ ଭଗତି ଯେତେ ନର, ବସନ୍ତି ବଇକୁଣ୍ଠ ପୁର—ପ୍ରାଚୀ ନିର୍ଗୁଣ ମାହାତ୍ମ୍ୟ।]
- ଦେ. ବିଣ—(ସଂ. ବ୍ରତ ଭକ୍ତ) — (ବ୍ୟଙ୍ଗ୍ୟ) ବ୍ରତର ବାହ୍ୟ ନିୟମମାନଙ୍କର ପାଳନକାରୀ — (ironical) Following or practising the outer forms of a religious vow, though not conforming to the spirit thereof