ବୋହୂଟି Bohūṭi

  • ଦେ. ବି — ବଧୂ ଶବ୍ଦର ସ୍ନେହସୂଚକ ଆକାର — The endering form of the word Bohū
  • ଦେ. ବି — [ଉ—ନୂଆ ବୋହୂଟି ! ନଈକି ଗାଧୋଇ ଯିବୁ ନାହିଁଟି, ଥଣ୍ଟିଆ କିମ୍ଭୀର ଜଗି ବସିଛି, ଟାକୁ ଗିଳି ଦବଟି। ଶିଶୁଗୀତ।]