ବୋହୂ ଭୂଆଶୁଣୀ Bohū bhūāṡunī

  • ଦେ. ବି (ସହଚର ଶବ୍ଦ) — ଶାଶୁ ଘରକୁ ଆସିଥିବା ନବାଗତା ବଧୂ — Daughter-in-law recently come to her husband's house
  • ଦେ. ବି (ସହଚର ଶବ୍ଦ) — ପରିବାରର ଯୁବତୀ ବଧୂଗଣ — The young wives of a family
  • ଦେ. ବି (ସହଚର ଶବ୍ଦ) — କୁଳବଧୂ — House-wife