ବୋହୂ ସାଆନ୍ତାଣୀ Bohū sā-āntāṇī

  • ଦେ. ବି. ସ୍ତ୍ରୀ—(ସଂ. ବଧୂ+ସାମନ୍ତ) — ଭଦ୍ର ବା ବଡ଼ଲୋକ ଘରର ବଧୂଙ୍କ ପ୍ରତି ଇତର ଲୋକଙ୍କର ବା ଚାକର ଚାକରାଣୀଙ୍କ ସମ୍ବୋଧନ — A term of address to a nobleman's daughter-in-law by the servants etc