ବୋହୂ ବୋହୂକା Bohū bohūkā
- ଦେ. ବି — ବାଳିକାମାନଙ୍କ ମଧ୍ୟରେ ଘରକରଣାର ଅଭିନୟ କରିବାର ଖେଳ — A play amongst child-girls who play at house-keeping
- ଦେ. ବି — [ଦ୍ର—ଏଥିରେ ଜଣେ ବାଳିକା ଶାଶୁ, ଜଣେ ବୋହୂ, ଜଣେ ଶ୍ୱଶୁର ଓ ଜଣେ ନଣନ୍ଦ ହୁଏ
- ଦେ. ବି — ବଙ୍ଗଦେଶରେ ଶିଶୁମାନଙ୍କର ଆଉ ଏକପ୍ରକାର କ୍ରୀଡ଼ା ଅଛି ତାକୁ 'ବଉବସନ୍ତ' ଖେଳ କହନ୍ତି। ଏଥିରେ ଜଣେ ବାଳିକା ବୋହୂ ହୁଏ। ତାକୁ ରକ୍ଷା କରିବାକୁ ଦଳେ ପିଲା ବାହାରନ୍ତି। ଆଉ ଦଳେ ପିଲା ସେ ବୋହୂକୁ ଅପହରଣ କରିବାକୁ ଚେଷ୍ଟା କରନ୍ତି। ଏ ଖେଳ ଆମ ଦେଶରେ ନାହିଁ। ଫଳତଃ ବଙ୍ଗଦେଶରେ 'ବୋହୂଚୋରୀ'ର ଯେଉଁ ପ୍ରକୃତ ଅଭିନୟ ଏବେ ଦେଖାଯାଉଅଛି, ତାହା ଓଡ଼ିଶାରେ ଦେଖା ନାହିଁ।]