ବୋଧ ସୋଧ Bodha sodha
- ଦେ. ବି. (ଧ୍ୱନ୍ୟନୁକାରୀ ନିରର୍ଥକ ସହଚର ଶବ୍ଦ) — ଆଶ୍ୱାସନା — Consolation
- ଦେ. ବି. (ଧ୍ୱନ୍ୟନୁକାରୀ ନିରର୍ଥକ ସହଚର ଶବ୍ଦ) — (ଉ—ଭଲ ଲୋକେ ତାଙ୍କୁ ବୋଧ ସୋଧ କଲେ, ରାଗ ହେଲା ତାଙ୍କ ଶାନ୍ତି। ଭିକାରୀ ସାଆନ୍ତିଆ ବାହା।)
- ଦେ. ବି. (ଧ୍ୱନ୍ୟନୁକାରୀ ନିରର୍ଥକ ସହଚର ଶବ୍ଦ) — ବୁଦ୍ଧି ସୁଦ୍ଧି; ବୁଝିବାର କ୍ଷମତା — Intelligence
- ଦେ. ବିଣ — ଆଶ୍ୱସ୍ତ — Consoled
- ଦେ. ବିଣ — ସନ୍ତୁଷ୍ଟ — Satisfied