ବୋଧକ Bodhaka

  • ସଂ. ବିଣ. ପୁଂ (ବୁଧ୍ ଧାତୁ, ଣିଚ୍. ବୋଧି ଧାତୁ+କର୍ତ୍ତୃ ଅକ) — ଜ୍ଞାପକ; ସୂଚକ — Indicating
  • ସଂ. ବିଣ. ପୁଂ (ବୁଧ୍ ଧାତୁ, ଣିଚ୍. ବୋଧି ଧାତୁ+କର୍ତ୍ତୃ ଅକ) — ଯେ ଦୀପ୍ତି କରେ — Dazzling
  • ସଂ. ବିଣ. ପୁଂ (ବୁଧ୍ ଧାତୁ, ଣିଚ୍. ବୋଧି ଧାତୁ+କର୍ତ୍ତୃ ଅକ) — ନିଦ୍ରାଭଙ୍ଗକାରୀ — Awakening from sleep
  • ସଂ. ବିଣ. ପୁଂ (ବୁଧ୍ ଧାତୁ, ଣିଚ୍. ବୋଧି ଧାତୁ+କର୍ତ୍ତୃ ଅକ) — ଯାହା ହୃଦୟଙ୍ଗମ କରାଏ; ଯାହା ବୁଝାଇ ଦିଏ — Explaining or causing to be Understood
  • ବି. ପୁଂ — ଦୂତ; ଚର — Messanger
  • ବି. ପୁଂ — ଗୁଇନ୍ଦା — An informer; spy
  • ବି. ପୁଂ — ଶିକ୍ଷକ; ଗୁରୁ — Teacher; preceptor
  • ବି. ପୁଂ — ଯେଉଁ ହାବ ଭାବ ବା ସଙ୍କେତ ଦ୍ୱାରା ପ୍ରେମିକ ପ୍ରେମିକା ପରସ୍ପର ମନୋଭାବ ପରସ୍ପରକୁ ଜଣାନ୍ତି (ହି. ଶ) — Movements of the limbs or signs by which lovers intimate their minds to each other