ବୋଧ ହେବା Bodha hebā

  • ଦେ. କ୍ରି — (କୌଣସି ବିଷୟ) ଅନୁମିତ ହେବା — To seem; to appear
  • ଦେ. କ୍ରି — ଲାଗିବା; ଅନୁଭୂତ ହେବା — To be felt
  • ଦେ. କ୍ରି — ଯତା—ମୋ ଉପଦେଶ ଗୁଡ଼ାଙ୍କ ତାଙ୍କୁ ଭଲ ବୋଧ ହେଉ ନାହିଁ।)
  • ଦେ. କ୍ରି — ବୋଧ ସୋଧ ହେବା; ସନ୍ତୁଷ୍ଟ ହେବା — To be satisfied
  • ଦେ. କ୍ରି — (ଉ—ବୋଧ ହେଲା ଚିତ୍ତ ସାତ୍ୱିକେ ତାର। ଭଞ୍ଜ. ବୈଦେହୀଶବଳାସ।