ବୋଧ ପ୍ରବାହ Bodha prabāha

  • ସଂ. ବି. ( 6 ଷ୍ଠୀ ତତ୍) — ମନର ଯେଉଁ ଶକ୍ତି ଦ୍ୱାରା ଚିନ୍ତା, ଦର୍ଶନ, ଶ୍ରବଣ, ଅନୁଭବଆଦି କାର୍ଯ୍ୟ କରାଯାଏ; ଇନ୍ଦ୍ରିୟଦ୍ୱାରା ଜ୍ଞାନଶକ୍ତି — The faculty of sensation or perception