ବୋଦୁକା Bodukā

  • ଦେ. ବିଣ — ମୋଟା; ରୋଟା — Fat
  • ଦେ. ବିଣ — ତାବଦା; ସ୍ତବ୍ଧ (କାନ) — Dinned; stunned (said of the ear)
  • ଦେ. ବିଣ — ସ୍ପର୍ଶ ଶକ୍ତି ରହିତ (ଅଙ୍ଗ ବା ଚର୍ମ) — Become insensible to touch
  • ପ୍ରାଦେ (ଗଞ୍ଜାମ) ବି — ଗୋଠ କାକୁଡ଼ି (ଦେଖ) — Goṭha kākuṟḍ̠i (See)