ବୋଧ କରିବା Bodha karibā

  • ଦେ. କ୍ରି — ବିଚାର କରିବା — To think
  • ଦେ. କ୍ରି — ଅନୁମାନ କରିବା — To guess
  • ଦେ. କ୍ରି — ବିଶ୍ୱାସ କରିବା — To believe; to trow
  • ଦେ. କ୍ରି — ହୃଦୟଙ୍ଗମ କରିବା; ବୁଝି ପାରିବା — To understand; to realise
  • ଦେ. କ୍ରି — ସନ୍ତୁଷ୍ଟ କରିବା; ଅନ୍ୟର ମନକୁ ଥଣ୍ଡା କରିବା — To satisfy; to appease
  • ଦେ. କ୍ରି — (ଲକ୍ଷଣାର୍ଥ)—ଥଣ୍ଡା କରିଦେବା; ଜବତ୍ କରିଦେବା — (figurative) To subdue; to teach a person a lesson
  • ଦେ. କ୍ରି — ଅନୁଭବ କରିବା — To feel
  • ଦେ. କ୍ରି — ସାନ୍ତ୍ୱନା ଦେବା — To console; to assuage one's grief