ବୋଦା ଯାଚିବା Bodā j̄āchibā

  • ଦେ. କ୍ରି — ମନୋବାଞ୍ଛାର ସିଦ୍ଧି ହେଲେ ଠାକୁରାଣୀଙ୍କ ନିକଟରେ ଛାଗାଦି ବଳି ଦେବାକୁ ପ୍ରତିଶ୍ରୁତ ହେବା ବା ଅଙ୍ଗୀକାର କରିବା — To promise to sacrifice an animal before a Goddess on the fruition of a certain purpose; to offer to give a victim to a Goddess