ବୋଦ୍ଧା Boddhā

  • ସଂ. ବିଣ (ବୁଧ୍ ଧାତୁ= ଜାଣିବା +କର୍ତ୍ତୃ. ତୃ; ବୋଦ୍ଧୃ, 1 ମା. 1 ବ) — ଜ୍ଞାତା; ଯେ ଜାଣେ — Knowing
  • ସଂ. ବିଣ (ବୁଧ୍ ଧାତୁ= ଜାଣିବା +କର୍ତ୍ତୃ. ତୃ; ବୋଦ୍ଧୃ, 1 ମା. 1 ବ) — ଜ୍ଞାନୀ — Wise