ବୈଶ୍ରବଣ Ba̲i̱ṡrabaṅa
- ସଂ. ବି (ବିଶ୍ରବସ୍= ଋଷି+ଅପତ୍ୟାର୍ଥେ. ଅ; 'ବି' ସ୍ଥାନରେ 'ବୈ' ଓ 'ଅ' ସ୍ଥାନରେ 'ଣ' ଆଗମ) — ବିଶ୍ରବା ଋଷିଙ୍କର ପୁତ୍ର — The son of sage Biṡrabā
- ସଂ. ବି (ବିଶ୍ରବସ୍= ଋଷି+ଅପତ୍ୟାର୍ଥେ. ଅ; 'ବି' ସ୍ଥାନରେ 'ବୈ' ଓ 'ଅ' ସ୍ଥାନରେ 'ଣ' ଆଗମ) — [ଦ୍ର—କୁବେର, ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ— ବୈଶ୍ରବଣ ଅଟନ୍ତି ।]