ବୈଶ୍ୱାନର Ba̲i̱ṡwānara

  • ସଂ. ବି (ବିଶ୍ୱନର+ଅ; ଏହା ବିଶ୍ୱଜନଙ୍କ ଜଠରରେ ଥିବାରୁ) — ଅଗ୍ନି — Fire
  • ସଂ. ବି (ବିଶ୍ୱନର+ଅ; ଏହା ବିଶ୍ୱଜନଙ୍କ ଜଠରରେ ଥିବାରୁ) — ଜଠରାଗ୍ନି — The digestive energy in animals
  • ସଂ. ବି (ବିଶ୍ୱନର+ଅ; ଏହା ବିଶ୍ୱଜନଙ୍କ ଜଠରରେ ଥିବାରୁ) — ଚିତ୍ରକ ବୃକ୍ଷ, ଧଳା ଚିତା ଗଛ — Lead wort (plant)
  • ସଂ. ବି (ବିଶ୍ୱନର+ଅ; ଏହା ବିଶ୍ୱଜନଙ୍କ ଜଠରରେ ଥିବାରୁ) — ବେଦାଂଶ ବିଶେଷ — Name of a portion of the Bedas
  • ସଂ. ବି (ବିଶ୍ୱନର+ଅ; ଏହା ବିଶ୍ୱଜନଙ୍କ ଜଠରରେ ଥିବାରୁ) — ପିତ୍ତ (ହି. ଶ) — Bile
  • ସଂ. ବି (ବିଶ୍ୱନର+ଅ; ଏହା ବିଶ୍ୱଜନଙ୍କ ଜଠରରେ ଥିବାରୁ) — ପରମାତ୍ମା (ହି. ଶ) — The Supreme Spirit
  • ସଂ. ବି (ବିଶ୍ୱନର+ଅ; ଏହା ବିଶ୍ୱଜନଙ୍କ ଜଠରରେ ଥିବାରୁ) — ଚେତନ (ହି. ଶ) — Consciousness