ବୈଶ୍ୟ କରଣ Ba̲i̱ṡya karaṇa

  • ଦେ. ବି — ଜାତ ବିଶେଷ — A caste of Ba̲i̱ṡyas
  • ଦେ. ବି — [ଦ୍ର—ଏମାନଙ୍କ ସମାଜରେ ବାଲ୍ୟବିବାହ ହୁଏ । ଏମାନେ ପୂର୍ବେ ଚାଟଶାଳିମାନଙ୍କରେ ଶିକ୍ଷକତା କରୁଥିଲେ । ଏମାନଙ୍କର ଉପାଧି ମହାନ୍ତି ।]