ବୈବାହିକ Ba̲i̱bāhika

  • ସଂ. ବିଣ. (ବିବାହ+ଇକ) — ବିବାହ ସମ୍ବନ୍ଧୀୟ — Pertaining to marriage; marital
  • ସଂ. ବିଣ. (ବିବାହ+ଇକ) — ବିବାହ ଉପଯୋଗୀ — Fit to be given in marriage; marriageable
  • ସଂ. ବି. ପୁଂ — ସମୁଧୀ; ଜୋଇଁର ବାପ ବା ବୋହୂର ବାପ; ଆପଣାର ପୁତ୍ରର ବା କନ୍ୟାର ଶଶୁର — The father-in-law of one's son or one's daughter